33.1 C
Bhubaneswar
Saturday, April 27, 2024
Homeଓଡିଶାପ୍ରୋଟୋକଲ : ନବୀନଙ୍କୁ ଅପରାଜିତାଙ୍କ ଚିଠି

ପ୍ରୋଟୋକଲ : ନବୀନଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର : ଗୃହମନ୍ତ୍ରୀଙ୍କୁ ସ୍ୱାଗତ ଲାଗି ଗୃହ ରାଷ୍ଟ୍ରମନ୍ତ୍ରୀ , ସଚିବ ଉପସ୍ଥିତ ନ ରହିବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦୃଷ୍ଟି ଆକର୍ଷଣ କଲେ ସାଂସଦ ଅପରାଜିତ ଷଡଙ୍ଗୀ । ଗତକାଲି ରାତିରେ ଗୃହମନ୍ତ୍ରୀ ପହଁଚିଥିଲେ , ବହୁ ଲୋକ ସ୍ୱାଗତ କଲେ । କିନ୍ତୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ , ଗୃହ ସଚିବ କି ଡିଜିପି , କେହି ଉପସ୍ଥିତ ନ ଥିଲେ । ରାଜ୍ୟ ସରକାରଙ୍କ ଏଭଳି ଏକ ହେୟଜ୍ଞାନ କାର୍ଯ୍ୟ ଚକିତ କରିଛି । ଏଭଳି କାର୍ଯ୍ୟ ସମ୍ପୃକ୍ତ ସଂସ୍ଥାର ସଂସ୍କୃତିକୁ ପ୍ରତିଫଳିତ କରୁଛି , ଏହା ଠିକ କି । ଆଗକୁ ଏହାର ପୁନରାବୃତ୍ତି ନ ହେବା ଲାଗି ପଦକ୍ଷେପ ନେବେ ବୋଲି ଆଶା ।

ପ୍ରୋଟୋକଲ ମାନିଲେନି ରାଜ୍ୟ ସରକାର : ଅପରାଜିତା ଷଡଙ୍ଗୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking