29.1 C
Bhubaneswar
Saturday, May 4, 2024
Homeଓଡିଶାଅଯୋଗ୍ୟ କହିଥିଲେ,ଟିକେଟ ଦେଲେ : ରାସେଶ୍ୱରୀ

ଅଯୋଗ୍ୟ କହିଥିଲେ,ଟିକେଟ ଦେଲେ : ରାସେଶ୍ୱରୀ

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ପରେ ରାସେଶ୍ୱରୀ ପାଣିଗ୍ରାହୀଙ୍କ ପ୍ରେସମିଟ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ବିଜେଡି ଛାଡିଲି । ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ ଦେଲେ । ସମ୍ବଲପୁରରେ କଣ ନେତା ନାହାନ୍ତି, ବାହାରୁ ଆଣି ପ୍ରାର୍ଥୀ କରୁଛନ୍ତି । ଦଳ ଯେଭଳି ନିଷ୍ପତ୍ତି ନେଲେ, ସମ୍ବଲପୁର ପାଇଁ ଅବମାନନା । ସମ୍ବଲପୁରକୁ ଅଣଦେଖା କରାଗଲା, ମୋତେ ବାଧିଛି । ଦଳ ଛାଡିବା ନିଷ୍ପତ୍ତି କଷ୍ଟ ଲାଗୁଛି, କିନ୍ତୁ ସମ୍ବଲପୁରବାସୀ ମୋ ପାଇଁ ଆଗ । ସମାଜସେବା କରୁଛି ଆଗକୁ ବି ଜାରି ରହିବ । ଆଗାମୀ ଦିନରେ କୌଣସି ପଲିଟିକାଲ ଆକ୍ଟିଭିଟି କରିବିନି । ଆଜିର ଦିନରେ କୌମସି ଜାଗାକୁ ଯିବାର ନାହିଁ, କିଛି କରିବାର ନାହିଁ । ପ୍ରତ୍ୟକ୍ଷ ରାଜନୀତିରୁ ସନ୍ନ୍ୟାସ ବି ପ୍ରଶ୍ନରେ କହିଲେ ସମୟ କହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking