29.4 C
Bhubaneswar
Saturday, May 4, 2024
Homeଓଡିଶାରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ:ରୋହିତ ପୁଜାରୀ

ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ:ରୋହିତ ପୁଜାରୀ

ସମ୍ବଲପୁର:   ରାସେଶ୍ୱରୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ । ମାତ୍ର ଏହାର ପ୍ରଭାବ ଭୋଟ୍ ବ୍ୟାଙ୍କ୍ ଉପରେ ପଡିବନାହିଁ ।  ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି ବିଧାୟକ ପ୍ରାର୍ଥୀ ରୋହିତ ପୁଜାରୀ । ରୋହିତ କହିଛନ୍ତି, ରାସେଶ୍ୱରୀ ଦେବୀଙ୍କୁ ମାଆ ଭଳି ସମ୍ମାନ କରନ୍ତି । ଟିକେଟ୍ ମିଳିବା ପରେ, ତାଙ୍କୁ ଭେଟି ଆଶୀର୍ବାଦ ମଧ୍ୟ ନେଇଥିବା କହିଛନ୍ତି ରୋହିତ । ଏହାସହ ଦଳକୁ ଫେରିଆସିବାକୁ ତାଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking