ପ୍ରୋଟୋକଲ ମାନିଲେନି ରାଜ୍ୟ ସରକାର : ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାଗତ କରିବାକୁ ଗଲେନି ମନ୍ତ୍ରୀ ତୁଷାରକାନ୍ତି ବେହେରା। ନିୟମ ଅନୁସାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଗମନରେ ରାଜ୍ୟର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ବିମାନବନ୍ଦରକୁ ଯିବା କଥା। ହେଲେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ, ପୋଲିସ୍ ଡିଜି କିମ୍ବା ଗୃହ ସଚିବ କେହି ବି ଯାଇନଥିଲେ। ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କ୍ଷୋଭ ପ୍ରକାଶ କରିଛନ୍ତି। ଅପରାଜିତା କହିଛନ୍ତି, ‘ପ୍ରଶାସନିକ ସେବାରେ ୨୫ ବର୍ଷ କାର‌୍ୟ୍ୟ କରିଛି। ପ୍ରୋଟୋକଲ୍ … Continue reading ପ୍ରୋଟୋକଲ ମାନିଲେନି ରାଜ୍ୟ ସରକାର : ଅପରାଜିତା ଷଡଙ୍ଗୀ