28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସିବିଏସଇ, ଜେଇଇ ଓ ନିଟ ପରୀକ୍ଷା ୨୦୨୧: କଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ସିବିଏସଇ, ଜେଇଇ ଓ ନିଟ ପରୀକ୍ଷା ୨୦୨୧: କଣ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଏକ ୱେବିନାର ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଯେଉଁଥିରେ ନୀଟ ଓ ଜେଇଇ ଛାତ୍ର ଛାତ୍ରୀ ବି ସାମିଲ ରହିଥିଲେ । ଏହି ସିଜନ୍ ରେ ମନ୍ତ୍ରୀ ପିଲାଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ସେ କହିଥିଲେ ମେଡିକାଲ୍ ଏଣ୍ଟ୍ରାନ୍ସ ଟେଷ୍ଟ  ନିଟ୍ ୨୦୨୧ କୌଣସି ପ୍ରକାରରେ କ୍ୟାନ୍ସଲ ହେବାର ନାହିଁ । ଅନ୍ୟପଟେ ଜେଇଇ ମେନ କୁ ମଲ୍ଟିପେଲ୍ ସିଜନ୍ ରେ କରାଯିବାକୁ ଯୋଜନା ଚାଲିଚି । ସେହିଭଳି ଛାତ୍ର ଛାତ୍ରୀମାନେ ସିବିଏ ସ ଇ ବୋର୍ଡ ଏକ୍ସାମ୍ ୨୦୨୧, ଜେଇଇ ମେନ ୨୦୨୧ ଓ  ନିଟ ୨୦୨୧ ବିଷୟରେ ବି ଅନେକ ପ୍ରଶ୍ନ ପଚାରିଥିଲେ । ନୀଟ ପରୀକ୍ଷା ପୂର୍ବରୁ ତିନି ଥର କ୍ୟାନ୍ସେଲ୍ ହୋଇସାରିଛି । ସେଥିପାଇଁ ଏବେ ଏହା ଆଉ ସ୍ଥଗିତ ହେବାର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking