29.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଦାମ୍ପତ୍ୟ ଜୀବନରେ ବି ପ୍ରଭାବ ପକାଏ ଆପଣଙ୍କ ଶୋଇବା

ଦାମ୍ପତ୍ୟ ଜୀବନରେ ବି ପ୍ରଭାବ ପକାଏ ଆପଣଙ୍କ ଶୋଇବା

ନୂଆଦିଲ୍ଲୀ : ଆପଣଙ୍କ ଲଭ ଆଉ ସେକ୍ସ୍ ଲାଇଫ ରେ ଶୋଇବା ପ୍ରଭାବ ପକାଏ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ମାତ୍ର ଏହା ସତ । ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଯେଉଁମାନେ ବିଳମ୍ବରେ ସୋଇ ସକାଳେ ଲେଟ୍ ରେ ଉଠନ୍ତି ସେମାନଙ୍କ ସଂପର୍କ ଲମ୍ବା ସମୟ ଧରି ରହିପାରେ ନାହିଁ । ନିଜ ସଂପର୍କ ନେଇ ସେମାନେ ଗମ୍ଭୀର ନଥାନ୍ତି । ଦିନରେ ୨/୩ ଥର ସେମାନେ ଶାରୀରିକ ସଂପର୍କ ରଖନ୍ତି ।  ମାତ୍ର ଜଲଦି ଶୋଇ ଜଲଦି ଉଠୁଥିବା ଦମ୍ପତି ନିଜ ସମ୍ପର୍କ ନେଇ ଗମ୍ଭୀର ଥାନ୍ତି । ଛୋଟ ଛୋଟ କଥା କୁ ସେମାନେ ଧ୍ୟାନ ଦିଅନ୍ତି । ଫଳରେ ସେମାନଙ୍କ ସମ୍ପର୍କ ବେଶି ଦିନ ଯାଏଁ ରହିପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking