29.1 C
Bhubaneswar
Wednesday, May 22, 2024
Homeଓଡିଶାଆଶ୍ୱସ୍ତି ଦେଲା କାଳବୈଶାଖୀ

ଆଶ୍ୱସ୍ତି ଦେଲା କାଳବୈଶାଖୀ

ଭୁବନେଶ୍ୱର : ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ ବର୍ଷା । କଟକ,ଭୁବନେଶ୍ୱରରେ ମେଘୁଆ ପାଗ ସହ ଝିପିଝିପି ବର୍ଷା । କାଳବୈଶାଖୀ ଓ ପଜ୍ରପାତ ନେଇ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି । ଖୋର୍ଦ୍ଧା, ଗଞ୍ଜାମ,ନୟାଗଡ,କଟକ,କନ୍ଧମାଳ ଓ ଢେଙ୍କାନାଳକୁ ଆଲର୍ଟ । ଆଗାମୀ ୩ ଘଣ୍ଟା ପାଇଁ କାଳବୈଶାଖୀ ନେଇ ୟେଲୋ ୱାର୍ଣ୍ଣିଂ । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking