26.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟରେ ଅସହ୍ୟ ହେଲାଣି ତାତି

ରାଜ୍ୟରେ ଅସହ୍ୟ ହେଲାଣି ତାତି

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ତାତି ବଢିବାରେ ଲାଗିଛି । ଗତକାଲି ରାଜ୍ୟର ୧୫ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ୪୨ .୨ ଡିଗ୍ରୀ ସହିତ ଟିଟିଲାଗଡ ସବୁଠାରୁ ଉତପ୍ତ ସହର ପାଲଟିଛି । ବାରିପଦାରେ ପାରଦ ୪୨ ଡିଗ୍ରୀ ଥିବା ବେଳେ ବଲାଙ୍ଗୀର ୪୧.୫, ଝାରସୁଗଡା ୪୧.୨, ହୀରାକୁଦ ୪୧ . ୧ଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ପାରଦ ଥିଲା ୪୦.୫ ଡିଗ୍ରୀ । ଆସନ୍ତା ୪୮ ଘଣ୍ଟା ଭିତରେ ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ ।

ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ଏହା ସହିତ ବଲାଙ୍ଗୀର ଓ ସୋନପୁରକୁ ହିଟ ୱେଭ ୱାର୍ନିଂ ଜାରି କରାଯାଇଛି ।
ତେବେ ସକାଳ ୯ ଟାରୁ ସହର ଗୁଡିକରେ ଗରମ ପବନ ବହିବାରେ ଲାଗିଛି ଓ ଗରମ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନୁଭୂତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking