31.1 C
Bhubaneswar
Sunday, May 19, 2024
Homeଓଡିଶା୧୦ରେ ମୋଦିଙ୍କ ରୋଡ୍ ସୋ’

୧୦ରେ ମୋଦିଙ୍କ ରୋଡ୍ ସୋ’

ଭୁବନେଶ୍ୱର : ଆରମ୍ଭ ହେଲାଣି ନିର୍ବାଚନ ମାହୋଲ । ରାଜ୍ୟରେ ତିନି ରାଜନୈତିକ ଦଳର ହାଇଭୋଲଟେଜ୍ ପ୍ରଚାର ପ୍ରଚାର ଆରମ୍ଭ ହୋଇଗଲାଣି। ତେବେ ଏହାକୁ ନେଇ ଆସନ୍ତା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ୍ ସୋ ହେବ । ୧୦ ତାରିଖ ସଂଧ୍ୟା ୬ଟାରେ ଭୁବନେଶ୍ୱରରେ ରୋଡ୍ ସୋ ହେବ । ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ୍ ସୋ’ ହେବ ।

ତୃତୀୟ ପର୍ଯ୍ୟାୟ ମତଦାନ: ଭୋଟ୍‌ ଦେଲେ ପ୍ରଧାନମନ୍ତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking