32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଟ୍ରାକ୍ଟର ଓଲଟି ୧୧ ମୃତ

ଟ୍ରାକ୍ଟର ଓଲଟି ୧୧ ମୃତ

ନୂଆଦିଲ୍ଲୀ: ଝାଂସିର ଚିରଗାଓଁ ପୋଲିସ ଷ୍ଟେସନ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରଦ୍ଧାଳୁମାନଙ୍କୁ ନେଇ ଯାଉଥିବା ଏକ ଟ୍ରାକ୍ଟର ଓଲଟିବାରୁ ୭ ଜଣ ମହିଳା ଏବଂ ଚାରି ଶିଶୁଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ , ଦତିଆର ପଣ୍ଡୋଖରରୁ ଭକ୍ତମାନେ ଦୁଇଟି ଟ୍ରାକ୍ଟର ଯୋଗେ ଛିରୌନାରେ ମେଳାରେ ବୁଡ ପକାଇବାକୁ ଯାଉଥିଲେ। ଛିରୌନା ଠାରୁ ଦୁଇ କି.ମି ପୂର୍ବରୁ ରାଜପଥରେ ମିଇଁସି ଆସିଯିବାରୁ ଶ୍ରଦ୍ଧାଳୁଙ୍କ ଦ୍ୱାରା ଭରି ଥିବା ଟ୍ରାକ୍ଟରଟି ନିୟନ୍ତ୍ରଣ ହରାଇ ଏକ ପାଣି ଭରା ଗର୍ତ୍ତରେ ଓଲଟି ପଡିଥିଲା। ଯେଉଁଥିରେ କେତେକ ପାଣିରେ ବୁଡ଼ି ଯାଇଥିବା ବେଳେ ଆଉ କେତେକ ଦାବି ହୋଇ ମୃତ୍ୟୁ ବରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking