28.1 C
Bhubaneswar
Saturday, April 27, 2024
Homeଓଡିଶାବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ୱ

ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ବରିଷ୍ଠ ସଚିବଙ୍କୁ ଜିଲ୍ଲା ଦାୟିତ୍ୱ ପ୍ରଦାନ କରାଯାଇଛି । ବାତ୍ୟା ପୂର୍ବର ପ୍ରସ୍ତୁତି ଓ ରିଲିଫ ତଦାରଖ ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି । କେନ୍ଦ୍ରାପଡା ପାଇଁ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଜଗତସିଂହପୁର ପାଇଁ ଶାଶ୍ୱତ ମିଶ୍ର, ଭଦ୍ରକ ପାଇଁ ଭିଭି ଯାଦବ, ବାଲେଶ୍ୱର ପାଇଁ ବିଶାଳ ଦେବ, ମୟୁରଭଂଜ ପାଇଁ ଦାୟିତ୍ୱରେ ରହିଛନ୍ତି ସୁରେଶ ବଶିଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking