28.9 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗ୫୨ ହଜାର ସ୍ତର ଉପରେ ପହଞ୍ଚିଲା ସେନସେକ୍ସ

୫୨ ହଜାର ସ୍ତର ଉପରେ ପହଞ୍ଚିଲା ସେନସେକ୍ସ

ନୂଆଦିଲ୍ଲୀ : ବଜେଟ ପରେ ସେୟାର ବଜାର ବଢିବାରେ ଲାଗିଛି । ଆଜି ସେନସେକ୍ସ ଓ ନିଫ୍ଟି ଏକ ନୂଆ ସ୍ତରରେ ପହଞ୍ଚିଛି । ବିଦେଶୀ ବ୍ୟାଙ୍କିଙ୍ଗ ଓ ଅର୍ଥନୈତିକ ସେୟାରେ ଉନ୍ନତି ହୋଇ ଇନଡେକ୍ସରେ ବୃଦ୍ଧି ଘଟିଛି । ଆରମ୍ଭରୁ ସେନସେକ୍ସ ୫୨,୧୪୧ ବୃଦ୍ଧି ହୋଇ ଏକ ନୂଆ ରେକର୍ଡ କରିଛି ।
ବଜାରରେ ଆଜି କାରବାର ଆରମ୍ଭ ସମୟରେ ବ୍ୟଙ୍କିଙ୍ଗ ସେକ୍ଟର ଇନଡେକ୍ସରେ ୨ ପ୍ରତିଶତ ବୃଦ୍ଧି ଘଟିଥିିଲା ।

ସେହିପରି ରିୟଲ ଇଷ୍ଟେଟ ଓ ପ୍ରାଇଭେଟ ବ୍ୟାଙ୍କ ଓ ଅନ୍ୟ ସେବା କମ୍ପାନୀ ଗୁଡିକର ଇନଡେକ୍ସରେ ୨ ପ୍ରତିଶତ ବୃଦ୍ଧି ଘଟିଛି । ଏମଏସଏମଇ ଆଇଟି ମେଟାଲ ଓ ଫାର୍ମା ସେକ୍ଟରରେ କାରବାର ପୁର୍ବରୁ ପ୍ରଥମ ୯୦ ମିନିଟରେ ୧ ପ୍ରତିଶତ ବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking