29.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀରଥଖଳା ନିକଟରେ ମାଡିଗଲା ଭ୍ୟାନ

ରଥଖଳା ନିକଟରେ ମାଡିଗଲା ଭ୍ୟାନ

ପୁରୀ : ପୁରୀ ରଥଖଳା ନିକଟରେ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଲା ପିକଅପ ଭ୍ୟାନ ।୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥ କର୍ଡନକୁ ପିଟିଲା ଭ୍ୟାନ । ପିକ୍‌ଅପ ଭ୍ୟାନ ଡ୍ରାଇଭରଙ୍କୁ ବାତ ମାରିବାରୁ ଏପରି ଘଟିଥିବା ସୂଚନା ରହିଛି । ଡ୍ରାଇଭର ଅଟକ ରହିଛି । ୨ ପର୍ଯ୍ୟଟକଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭଡ଼ା ଘରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଓଡ଼ିଆ ଅଭିନେତ୍ରୀଙ୍କ ମୃତଦେହ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking