29.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ କରି ବନ୍ଦ ପାଳନ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ କରି ବନ୍ଦ ପାଳନ

ଯାଜପୁର: ଯାଜପୁରରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ କେନ୍ଦ୍ରସରକାରଙ୍କ କୃଷି ବିଲକୁ ବିରୋଧ କରି ବନ୍ଦ ପାଳନ କରାଯାଇଛି । ସଂଗଠନ ପକ୍ଷରୁ ସହରରେ ଶୋଭାଯାତ୍ରାରେ କେନ୍ଦ୍ରସରକାର ବିରୋଧୀ ନାରା ଦେବା ସହିତ ତୁରନ୍ତ କୃଷି ବିଲକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରାଯାଇଥିଲା । ବିଭିନ୍ନ ସରକାରୀ ଓ ବେସରକାରୀ ଅପିଂସ ସମ୍ମୁଖରେ ସଂଗଠନ ପକ୍ଷରୁ ପିକେଟିଂ କରାଯିବା ସହିତ ନାରାବାଜି ଦିଆଯାଇଥିଲା । କେତେକ ବ୍ୟାଙ୍କ ଖୋଲା ଥିବାରୁ ବ୍ୟାଙ୍କ ଭିତରକୁ ଧସେଇ ପଶିଥିଲେ ନବନିର୍ମାଣ କର୍ମୀ । ଏପରିକି ବ୍ୟାଙ୍କ ବାହାରେ ସଂଗଠନର ସଦସ୍ୟ ମାନେ ସ୍ଲୋଗାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking