28.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀଶ୍ରୀମନ୍ଦିର ମାମଲା ରଦ୍ଦ କଲେ ହାଇକୋର୍ଟ

ଶ୍ରୀମନ୍ଦିର ମାମଲା ରଦ୍ଦ କଲେ ହାଇକୋର୍ଟ

ପୁରୀ : ଶ୍ରୀମନ୍ଦିର ପ୍ରକଳ୍ପ ମାମଲା ରଦ୍ଦ କଲେ ହାଇକୋର୍ଟ । ଦାୟର ସମସ୍ତ ମାମଲାର ଶୁଣାଣି କରି ରଦ୍ଦ କଲେ ହାଇକୋର୍ଟ । ମାମଲାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସି ସାରିଥିବାରୁ ରଦ୍ଦ କଲେ କୋର୍ଟ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଉ କିଛି ପ୍ରାସଙ୍ଗିକତା ନ ଥିବା କହିଲେ କୋର୍ଟ ।ପ୍ରକଳ୍ପ ବନ୍ଦ କରିବା ନେଇ ସୁପ୍ରିମକୋର୍ଟ ରେ ଦୁଇଟି ପିଟିସନ ଦାଖଲ ହୋଇଥିଲା ।

ବିବାହ ବାହାନାରେ ଠକୁଥିବା ଯୁବତୀ ଗିରଫ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking