ବିବାହ ବାହାନାରେ ଠକୁଥିବା ଯୁବତୀ ଗିରଫ

ଦିଗପହଣ୍ଡି : ବିବାହ ବାହାନାରେ ଅନେକ ଯୁବକଙ୍କୁ ଠକି ଆସୁଥିବା ଜଣେ ବିବାହିତ ଯୁବତୀଙ୍କୁ ଆଜି ଦିଗପହଣ୍ଡି ପୁଲିସ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦିଗପହଣ୍ଡି କୋର୍ଟକୁ ଚଲାଣ କରାଯାଇଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତକୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି । ଗିରଫ ଯୁବତୀ ଜଣକ ହେଲେ ପିୟଙ୍କା ପାତ୍ର(୨୨) । ଧରାକୋଟ୍ ବ୍ଲକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଡି.ସିଙ୍ଗପୁର ଗ୍ରାମର ବୋଲି … Continue reading ବିବାହ ବାହାନାରେ ଠକୁଥିବା ଯୁବତୀ ଗିରଫ