29.1 C
Bhubaneswar
Wednesday, May 8, 2024
Homeକରୋନାକରୋନା ଚିନ୍ତା : ପଡ଼ୋଶୀ ଦେଶକୁ ଯାତାୟାତ କଟକଣା କଲେ ସରକାର

କରୋନା ଚିନ୍ତା : ପଡ଼ୋଶୀ ଦେଶକୁ ଯାତାୟାତ କଟକଣା କଲେ ସରକାର

ନୂଆଦିଲ୍ଲୀ : କରୋନା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର। ଏହା ଭିତରେ କେନ୍ଦ୍ର ସରକାର ବିଦେଶରୁ ଆସୁଥିବା କରୋନା ସଂକ୍ରମଣକୁ ରୋକିବା ପାଇଁ ୫ଟି ପଡୋଶୀ ଦେଶ ସହ ସଂଯୋଗ କରୁଥିବା ବର୍ଡର ସିଲ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ଭାରତ ସୀମାକୁ ଲାଗିଥିବା ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାରକୁ ସଂଯୋଗ କରୁଥିବା ରାସ୍ତାକୁ ଆଜିଠାରୁ ବନ୍ଦ କରାଯାଇଛି। ସେହିପରି ପାକିସ୍ତାନ ସହ ସଂଯୋଗ କରୁଥିବା ସୀମାକୁ ଆଜି ରାତି ୧୨ଟାରୁ ବନ୍ଦ କରି ଦିଆଯିବ । ଆଜି ରାତିରୁ କରତାରପୁର ସାହିବ କରିଡୋରକୁ ମଧ୍ୟ ବନ୍ଦ କରି ଦିଆଯିବ।
https://onakhabar.com/2020/03/14/carona-vairus-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking