30.1 C
Bhubaneswar
Monday, May 20, 2024
Homeକରୋନାଇରାନରୁ ଫେରିଲେ ୨୩୬ ଭାରତୀୟ

ଇରାନରୁ ଫେରିଲେ ୨୩୬ ଭାରତୀୟ

ନୂଆଦିଲ୍ଲୀ : କରୋନା ଭାଇରସ୍ ପ୍ରପୀଡ଼ିତ ଇରାନ୍‌ରେ ଅଟକି ରହିଥିବା ୨୩୬ଜଣ ଭାରତୀୟ ଭାରତରେ ପହଞ୍ଚି ଯାଇଥିବା କଥା ରବିବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୩୩ଜଣ ବିଦ୍ୟାର୍ଥୀ ଏବଂ ୧୦୩ଜଣ ତୀର୍ଥଯାତ୍ରୀ। ଟୁଇଟ୍ କରି ଜୟଶଙ୍କର କହିଛନ୍ତି, ୧୩୩ଜଣ ବିଦ୍ୟାର୍ଥୀ ଏବଂ ୧୦୩ଜଣ ତୀର୍ଥଯାତ୍ରୀଙ୍କ ସମେତ ଇରାନ୍‌ରେ ଅଟକି ରହିଥିବା ୨୩୬ଜଣ ଭାରତୀୟ ଭାରତରେ ପହଞ୍ଚି ଯାଇଛନ୍ତି। ଉଦ୍ୟମ ପାଇଁ ରାଷ୍ଟ୍ରଦୂତ ଧମୁ ଗଦ୍ଦାମ ଏବଂ ଇଣ୍ଡିଆ ଇନ୍ ଇରାନ୍ ଟିମ୍‌ଙ୍କୁ ଧନ୍ୟବାଦ। ଇରାନ ସରକାରୀ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ। ସ୍ୱତନ୍ତ୍ର ବିମାନ ଯୋଗେ ରାଜସ୍ଥାନ ଜୟିସ୍ଲାମରରେ ପହଂଚିଥିଲେ । ଭାରତୀୟ ସେନାର ୱେଲନେସ୍ କେନ୍ଦ୍ରରେ କ୍ୱାଣେଟଂଇନରେ ରହିଲେ । ଇରାନ୍ ହେଉଛି ଉତ୍କଟ କରୋନାଭାଇରସ୍ ସଂକ୍ରମିତ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ।
https://onakhabar.com/2020/03/15/the-government-has-cut-off-traffic-to-neighboring-countries/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking