30.1 C
Bhubaneswar
Monday, May 20, 2024
Homeଓଡିଶାବିମାନ ବନ୍ଦରରୁ ୩ କେଜି ସୁନା ଜବତ

ବିମାନ ବନ୍ଦରରୁ ୩ କେଜି ସୁନା ଜବତ

ଭୁବନେଶ୍ୱର : ଭୁବନେଶ୍ୱର ବିମାନ ବନ୍ଦରରୁ ୩ କେଜିରୁ ଊର୍ଦ୍ଧ୍ୱ ସୁନା ଜବତ । ୩.୭୭ କେଜି ସୁନା ଜବତ କଲା କେନ୍ଦ୍ରିୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନାର ମୂଲ୍ୟ ପ୍ରାୟ ୨ କୋଟି ୭୯ ଲକ୍ଷ ଟଙ୍କା । ଦୁବାଇରୁ ଭୁବନେଶ୍ୱର ଆସୁଥିବା ୪ ଯାତ୍ରୀଙ୍କ ଠାରୁ ଜବତ । ଧରପଡିଥିବା ୪ ଯାତ୍ରୀଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି କେନ୍ଦ୍ରିୟ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ।

ଲିଭ୍‌-ଇନ୍ ସମ୍ପର୍କକୁ ନେଇ ଛତିଶଗଡ ହାଇକୋର୍ଟ ଶୁଣାଇଲେ ଏଭଳି ରାୟ..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking