31.1 C
Bhubaneswar
Thursday, May 30, 2024
Homeଅପରାଧଅର୍ଥ ଅଭାବରୁ ସ୍ତ୍ରୀର ତଣ୍ଟି ଚିପି ମାରିଦେଲେ ସ୍ୱାମୀ

ଅର୍ଥ ଅଭାବରୁ ସ୍ତ୍ରୀର ତଣ୍ଟି ଚିପି ମାରିଦେଲେ ସ୍ୱାମୀ

ନୂଆଦିଲ୍ଲୀ : ଆମେରିକାରେ ଘଟିଛି ଅଭାବନୀୟ ଘଟଣା । ଟଙ୍କା ସରିଯିବାରୁ ସ୍ତ୍ରୀର ତଣ୍ଟି ଚିପିଲା ନୃଶଂସ ସ୍ୱାମୀ । ଆମେରିକାର କାନସାସ ସହରରେ ଜଣେ ମହିଳାଙ୍କ ଦେହ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା । ପତ୍ନୀ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାରୁ ତାଙ୍କ ସ୍ୱାମୀ ଚିକିତ୍ସା କଥା ବୁଝୁଥିଲେ । ସେ ତାଙ୍କୁ ନେଇ ଡାକ୍ତରଖାନାରେ ଆଡମିଟ କରାଇବା ପାଇଁ ଯାଇଥିଲେ କିନ୍ତୁ ବିଲ୍‌ ଦେବାକୁ ସ୍ୱାମୀ ଆଉ ସକ୍ଷମ ନଥିଲେ । କୌଣସି ଉପାୟ ନପାଇ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀର ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ଅଭିଯୁକ୍ତ ଜଣକ ସ୍ୱୀକାର କରିଛନ୍ତି । ହାପିଟାଲରେ ମୃତଦେହ ଦେଖି ଡାକ୍ତରଖାନା କର୍ତ୍ତୃପକ୍ଷ ପୋଲିସ୍କୁ ଖବର ଜଣାଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ଜଣାପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking