41.1 C
Bhubaneswar
Sunday, April 28, 2024
Homeଓଡିଶାବୁଡିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ବୁଡିଲା ଡଙ୍ଗା: ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ

ପଟ୍ଟାମୁଣ୍ଡାଇ: ବ୍ରାହ୍ମଣୀରେ ବୁଡିଲା ଡଙ୍ଗା , ଅଳ୍ପକେ ବର୍ତ୍ତିଲେ ୨୦ ଯାତ୍ରୀ । ଆଳି ଏକମାଣିଆରୁ ରାଜନଗର କେରଡାଗଡ ଯିବା ବେଳେ ଡଙ୍ଗାଟି ବୁଡିଥିବାର ସୂଚନା । କେରଡାଘାଟ କୂଳରେ ଡଙ୍ଗାରୁ ଓହ୍ଲାଇବା ବେଳେ ଡଙ୍ଗାଟି ବୁଡିଯାଇଥିଲା । ଡଙ୍ଗା ବୁଡିଥିଲେ ବି ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡିଛି ।

ଗରିବଙ୍କୁ ପକ୍କାଘର ଦେବା ପାଇଁ ସୁକିନ୍ଦାଶାସକ ବିଜେଡିର ଫେବୃୟାରୀ ୧୫ରୁ ଆନ୍ଦୋଳନ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking