27.1 C
Bhubaneswar
Wednesday, May 8, 2024
Homeଓଡିଶାଗରିବଙ୍କୁ ପକ୍କାଘର ଦେବା ପାଇଁ ସୁକିନ୍ଦାଶାସକ ବିଜେଡିର ଫେବୃୟାରୀ ୧୫ରୁ ଆନ୍ଦୋଳନ

ଗରିବଙ୍କୁ ପକ୍କାଘର ଦେବା ପାଇଁ ସୁକିନ୍ଦାଶାସକ ବିଜେଡିର ଫେବୃୟାରୀ ୧୫ରୁ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଲୋଚନା।କରି ଥିଲେ l ଦାନଗଦୀର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସୁକିନ୍ଦା ବିଜେଡିର ସମସ୍ତ ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଦାୟିତ୍ୱ। ସର୍ମପିତ ହୋଇ ଲୋକଙ୍କ ପାଇଁ କାମ କର, ଆବଶ୍ୟକ ପଡିଲେ ଆନ୍ଦୋଳନ କରିବାକୁ ବିଜେଡି କର୍ମକର୍ତ୍ତାଙ୍କୁ ଶ୍ରୀଯୁକ୍ତ ଘଡ଼ାଇଙ୍କ ପରାମର୍ଶ।

କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି ପାଇଁ ସୁକିନ୍ଦାର ହଜାର-ହଜାର ଗରିବ ପରିବାର ପକ୍କାଘର ପାଇବାରୁ ବଞ୍ଚିତ ହେଉଛନ୍ତି। ଗରିବ ବିରୋଧି ନିଷ୍ପତ୍ତିକୁ ଗ୍ରହଣ କରାଯିବ ନାହିଁ। ଯୋଗ୍ୟ ବ୍ୟକ୍ତିମାନଙ୍କୁ ପକ୍କାଘର ଯୋଗାଇବା ଲକ୍ଷ୍ୟରେ ବିଜୁ ଜନତା ଦଳ ସଂଗ୍ରାମ କରିବ। ଆସନ୍ତା ୧୫ ତାରିଖରେ ସୁକିନ୍ଦା ବ୍ଲକର ସମସ୍ତ ୨୫ ପଞ୍ଚାୟତ ଅଫିସ ଆଗରେ ବିଜୁ ଜନତା ଦଳ ପକ୍ଷରୁ ବିକ୍ଷୋଭ କରାଯିବ। ଗରିବ ପରିବାରକୁ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ, ଚାଉଳ ବଣ୍ଟନକୁ ପୂର୍ବ ଭଳି ଜାରି ରଖିବାକୁ ଦାବି।କରାଯାଇଛି ।

ପ୍ରତ୍ୟେକ ଘରେ ଯେପରି ପାଇପରେ ପାନୀୟ ଜଳ ପହଞ୍ଚିବ, ସେ କାର୍ଯ୍ୟର ତଦାରଖ କରିବେ ବିଜେଡକର୍ମୀ ମାନେ ସମସ୍ତ ଗାଁ ର ଲୋକ ମାନେ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ଥିର କରା ଯାଇଛି ବିରୋଧୀ ଦଳ ଆବାସ ଯୋଜନା କୁ ନେଇ ତୁମ୍ବି ତୋପାନ କରୁ ଥିଲା ବେଳ ସୁକିନ୍ଦା ବିଜେଡ଼ି ଜନ ସାଧାରଣ ଙ୍କ ସ୍ୱାର୍ଥ ନେଇ ଅନ୍ଧୋଲନ ର ପଥ ଆପଣାଇଛି ଆବାସ ଯୋଜନା ତ୍ରୁଟି ପାଇଁ ବିଜେପି ରାଜ୍ୟ ସରକାର ଙ୍କୁ ଦୋଷ ଦେଉ ଥିଲା ବେଳ ବିଜେଡ଼ି କେନ୍ଦ୍ର ସରକାର ଙ୍କୁ ଦୋଷ ଦେଉଛି କଂଗ୍ରେସ ଉଭୟ ସରକାର ଏଥି ପାଇଁ ଦାୟୀ ବୋଲି ରାଜ୍ୟ ଅଣ ସଂଗଠିତ କଂଗ୍ରେସ ଅଧ୍ୟକ୍ଷ ବିଦ୍ୟା ଧର ମହାନ୍ତି ବିଭିନ୍ନ ଗଣ ମାଧ୍ୟ୍ୟମ କୁ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking