ଗରିବଙ୍କୁ ପକ୍କାଘର ଦେବା ପାଇଁ ସୁକିନ୍ଦାଶାସକ ବିଜେଡିର ଫେବୃୟାରୀ ୧୫ରୁ ଆନ୍ଦୋଳନ

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକର ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଦଳୀୟ କର୍ମକର୍ତ୍ତାଙ୍କ ସହ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଆଲୋଚନା।କରି ଥିଲେ l ଦାନଗଦୀର ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସୁକିନ୍ଦା ବିଜେଡିର ସମସ୍ତ ପଞ୍ଚାୟତର କର୍ମକର୍ତ୍ତାଙ୍କୁ ଦାୟିତ୍ୱ। ସର୍ମପିତ ହୋଇ ଲୋକଙ୍କ ପାଇଁ କାମ କର, ଆବଶ୍ୟକ ପଡିଲେ ଆନ୍ଦୋଳନ କରିବାକୁ ବିଜେଡି କର୍ମକର୍ତ୍ତାଙ୍କୁ ଶ୍ରୀଯୁକ୍ତ ଘଡ଼ାଇଙ୍କ ପରାମର୍ଶ। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତ୍ତି … Continue reading ଗରିବଙ୍କୁ ପକ୍କାଘର ଦେବା ପାଇଁ ସୁକିନ୍ଦାଶାସକ ବିଜେଡିର ଫେବୃୟାରୀ ୧୫ରୁ ଆନ୍ଦୋଳନ