29.1 C
Bhubaneswar
Friday, May 10, 2024
Homeଦେଶ ବିଦେଶଜଷ୍ଟିସ ଏନ୍‌.ଭି.ରମନା ହେବେ ପରବର୍ତ୍ତୀ ସୁପ୍ରିମକୋଟ ମୁଖ୍ୟ ବିଚାରପତି

ଜଷ୍ଟିସ ଏନ୍‌.ଭି.ରମନା ହେବେ ପରବର୍ତ୍ତୀ ସୁପ୍ରିମକୋଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ : ଜଷ୍ଟିସ ଏନ୍‌.ଭି.ରମନା ହେବେ ଦେଶର ପରର୍ତ୍ତୀ ଚିଫ ଜଷ୍ଟିସ । ସୁପ୍ରିମ କୋର୍ଟର ମୁକ୍ୟ ବିଚାରପତି (ସିଜେଆଇ) ହେବେ ଜଷ୍ଟିସ ଏନ୍‌.ଭି.ରମନା । ଏହା ନେଇ କଲେଜିୟମ ସୁପାରିସକୁ ରାଷ୍ଟ୍ରପତି ମୋହର ଲଗାଇଛନ୍ତି । ଆସନ୍ତା ୨୪ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ ଏନ୍‌.ଭି.ରମନା । ସେ ହେବେ ଦେଶର ୪୮ତମ ସିଜେିଆଇ ।

ଜଷ୍ଟିସ ଏନ୍‌.ଭି.ରମନା ଫେବୃଆରୀ ୧୭, ୨୦୧୪ରେ ସୁପ୍ରିମକୋର୍ଟରେ ନିଯୁକ୍ତ ହୋଇଥିଲେ । ଏପ୍ରିଲ ୨୩ରେ ବର୍ତ୍ତମାନ ଚିଫ ଜଷ୍ଟିସ ଏସ.ଏ ବୋବଡେଙ୍କ ଅବସର ପରେ ସେ ନୂଆ ମୁଖ୍ୟ ବିଚାରପତି ଭାବରେ ଦାୟିତ୍ୱ ଗ୍ରହଣ କରିବେ ।

ଜଷ୍ଟିସ ଏନ୍‌.ଭି.ରମନା ୨୩ ଏପ୍ରିଲ ୨୦୨୧ ରୁ ୨୬ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଦିର୍ଘ ୧୬ ମାସ ର କାର୍ଯ୍ୟକାଳରେ ରହିବେ । ସେ ଭାରତର ଚିଫ ଜଷ୍ଟିସ ଭାବେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟକାଳରେ ରହିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking