30.1 C
Bhubaneswar
Saturday, May 18, 2024
Homeଓଡିଶା୨୦ ପରେ ସିବିଏସ୍‌ଇ ରେଜଲ୍ଟ

୨୦ ପରେ ସିବିଏସ୍‌ଇ ରେଜଲ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ଆସନ୍ତା ୨୦ତାରିଖ ପରେ ପ୍ରକାଶ ପାଇବ । ଏ ନେଇ ବୋର୍ଡ ପକ୍ଷରୁ ଶନିବାର ନିଜ ଅଫିସିଆଲ ୱେବସାଇଟରେ ସୂଚନା ଦିଆଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦଶମ ପରୀକ୍ଷା ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୩ତାରିଖ ପର୍ଯ୍ୟନ୍ତ ହୋଇଥିବା ବେଳେ ଦ୍ୱାଦଶ ପରୀକ୍ଷା ଦ୍ୱାଦଶ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ରେ ଶେଷ ହୋଇଥିଲା । ଚଳିତବର୍ଷ ଭାରତ ଏବଂ ୨୬ଟି ଦେଶରୁ ମୋଟ ୩୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking