32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର: ସମସ୍ତ ବିଭାଗୀୟ ଅଫିସ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ । ଭୁବନେଶ୍ୱର ଓ କଟକରେ ଥିବା ସବୁ ବିଭାଗୀୟ ଅଫିସରେ ୭୫ ପ୍ରତିଶତ କର୍ମଚାରୀ କାମ କରିବେ । ଡିସେମ୍ବର ମାସ ପାଇଁ ଅଫିସ ଗାଇଡଲାଇନ ସ୍ଥିର କରିଛି ଜିଏ ବିଭାଗ । ଉଭୟ ସହରରେ ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ । ଏହାଛଡା ଷ୍ଟାଫଙ୍କୁ ନେଇ ଜରୁରୀ ସେବା ପ୍ରଦାନକାରୀ ଅଫିସ ବି ଚାଲିବ । ଏସଆରସି, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ, ପୌର ଅଫିସର ସବୁ ଷ୍ଟାଫ୍ ଆସିବେ । ତେବେ ରାଜ୍ୟତମାମ ସବୁ ଅଫିସ ପ୍ରତି ଶନିବାର ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking