28.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗନାବାଳିକାକୁ ଦୁଷ୍କର୍ମ, ବିକ୍ରି ଯୋଜନା

ନାବାଳିକାକୁ ଦୁଷ୍କର୍ମ, ବିକ୍ରି ଯୋଜନା

ରେଢାଖୋଲ: କିସିଣ୍ଡା ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଘରେ ରଖି ଦୁଷ୍କର୍ମ ଓ ବିକ୍ରି ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ବନ୍ଦ ଘରୁ ନାବାଳିକା ଜଣକ ମୁକୁଳିଛି । ଏନେଇ ନାବାଳିକା ନିଜେ କିସିଣ୍ଡା ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅଭିଯୁକ୍ତ ଯୁବକ ଜଣକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ବର୍ତମାନ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking