28.1 C
Bhubaneswar
Saturday, April 27, 2024
Homeଓଡିଶାବରିଷ୍ଠ ନାଗରିକଙ୍କ ଘରକୁ ଯାଇ ହେବ ସାମ୍ପଲ ସଂଗ୍ରହ

ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ହେବ ସାମ୍ପଲ ସଂଗ୍ରହ

ଭୁବନେଶ୍ୱର: ସଂକ୍ରମଣ ସନ୍ଦେହ କରୁଥିବା ବରିଷ୍ଠ ନାଗରିକଙ୍କ ପାଇଁ ବି ଏମ୍ ସି ର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାର ଠାରୁ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ । ଆସିବାରେ ସମସ୍ୟା ଥିବାରୁ ଘରକୁ ଯାଇ ସାମ୍ପଲ ସଂଗ୍ରହ କରାଯିବ । ଲକ୍ଷଣ ଥିବା ନାଗରିକ ୧୯୨୯ କୁ ଫୋନ କରି ତଥ୍ୟ ଦେବେ । ନାମ ଏବଂ ଘର ଠିକଣା ୧୯୨୯ ରେ ଜଣାଇବା ପରେ ଭ୍ୟାନ ଯିବ । ଘରେ ଭ୍ୟାନ ପହଞ୍ଚି ନମୁନା ସଂଗ୍ରହ କରିବ ବୋଲି ବି ଏମ୍ ସି କମିଶନର କହିଛନ୍ତି । ନୂଆ ବ୍ୟବସ୍ଥା ସମ୍ପର୍କରେ କମିଶନର ସଞ୍ଜୟ ସିଂ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking