28.1 C
Bhubaneswar
Saturday, April 27, 2024
Homeକରୋନାସଚ୍ଚିନ ତେନ୍ଦୁଲକରଙ୍କୁ କୋରନା

ସଚ୍ଚିନ ତେନ୍ଦୁଲକରଙ୍କୁ କୋରନା

ନୂଆଦିଲ୍ଲୀ : ଭାରାତୀୟ କ୍ରିକେଟ୍‌ରେ ୧୦୦ ଶତକ ମାରିଥିବା ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକର କୋରନା ସଂକ୍ରମିତ ହୋଇଛନ୍ତି । ଏହା ନେଇ ସେ ନିଜେ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି । ସେ ନିଜ ଆକାଉଣ୍ଟରୁ ଏହି ସୂଚନା ଦେଇ ଯେଉଁ ମାନଙ୍କ ସହ ମିଶିଥିଲେ ସମସ୍ତଙ୍କୁ ସଚେତନ କରିଛନ୍ତି । ତାଙ୍କ ଠାରେ କୋରନାର ସାମାନ୍ୟ ଲକ୍ଷଣ ରହିଛି । ସେ ଏବେ ଘରେ କ୍ୱାରେନଟାଇନରେ ଅଛନ୍ତି । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେ ସମସ୍ତ ପ୍ରକାର ପ୍ରତିଷେଧକ ନେଉଥିବା ଜଣାଇଛନ୍ତି ।

ତେନ୍ଦୁଲକର କୋରନା ଆକ୍ର୍ରନ୍ତ ହୋଇଥିଲେ ମଧ୍ୟ ତାଙ୍କ ପରିବାରର ଅନ୍ୟ କେହି କୋରନା ଆକ୍ରାନ୍ତ ହୋଇ ନାହାନ୍ତି । କୋରନା ସମୟରେ ସେ ଚିକିତ୍ସା କରୁଥିବା ସମସ୍ତ ଡାକ୍ତର ଓ ସ୍ୱେଚ୍ଛାସେବୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking