26.1 C
Bhubaneswar
Wednesday, May 8, 2024
Homeଓଡିଶାଖିଲାପକାରୀଙ୍କ ବିରୋଧରେ ହେବ ମୋକଦ୍ଦମା ରୁଜୁ

ଖିଲାପକାରୀଙ୍କ ବିରୋଧରେ ହେବ ମୋକଦ୍ଦମା ରୁଜୁ

ରାଉରକେଲା: ମହାନଗର ନିଗମ ଅମାନିଆ ଦୋକାନୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । କରୋନା ଭୁତାଣୁ ଜନିତ ମହାମାରୀକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିଶ୍ୱ ମହାମାରୀ ରୂପେ ଘୋଷଣା କରିଅଛି । ଭାରତ ସରକାର ତଥା ରାଜ୍ୟ ସରକାର ମଧ୍ୟ ଏହାକୁ ବିଜ୍ଞପିତ ଜାତୀୟ ବିପତ୍ତି ରୂପେ ଘୋଷଣା କରିଛନ୍ତି । ର୍ଦ୍ଧାରିତ ସମୟରେ ସେମାନେ ନିଜର ବ୍ୟବସାୟ କେନ୍ଦ୍ର ଖୋଲା ରଖିବା ଓ ପରିଚାଳନା କରିବା ସମୟରେ ମାର୍ଗଦର୍ଶିକାରେ ଦିଆଯାଇଥିବା ନିର୍ଦ୍ଦେଶାବଳୀର ସୁଚାରୁ ରୂପେ ପାଳନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ଯତ୍ନବାନ ହେବେ । ଏହାସହିତ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନକୁ ଆସୁଥିବା ବ୍ୟକ୍ତିମାନଙ୍କ ସହିତ ସାମାଜିକ ଦୂରତ୍ୱ ରଖି ବ୍ୟବସାୟ କରିବେ । ଏହାର କୌଣସି ଖିଲାପ କିମ୍ବା ଅବମାନନା କଲେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking