31.1 C
Bhubaneswar
Sunday, May 19, 2024
Homeଓଡିଶାଓଡିଶାରେ ପ୍ରଚାର କରିବେ ହେମାମାଳିନୀ !

ଓଡିଶାରେ ପ୍ରଚାର କରିବେ ହେମାମାଳିନୀ !

ଭୁବନେଶ୍ୱର : ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ହେମାମାଳିନୀ ସାମିଲ । ଓଡିଶା ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ ହେଲେ ହେମା । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ଥାନରେ ସାମିଲ ହେଲେ ହେମାମାଳିନୀ । ତେବେ ବଲିଉଡ ଷ୍ଟାର ଡ୍ରିମର୍ଗାଲ ହେମା ଏବେ ମଧୁରାରୁ ସାଂସଦ ଅଛନ୍ତି । ତାଲିକାରେ ସାମିଲ ପରେ ଓଡିଶାରେ ହେମାମାଳିନୀ ପ୍ରଚାର କରିବା ସ୍ପଷ୍ଟ ।

ମତଦାନ ବେଳେ ପଶ୍ଚିମବଙ୍ଗରେ ହିଂସା: ଦିନ ୧୧ଟା ସୁଦ୍ଧା ୨୫.୪୧ ପ୍ରତିଶତ ଭୋଟରଙ୍କ ସଂଖ୍ୟା ରେକର୍ଡ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking