31.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶନକଲି ନିଟ୍ ପରୀକ୍ଷାର୍ଥୀ ଗିରଫ

ନକଲି ନିଟ୍ ପରୀକ୍ଷାର୍ଥୀ ଗିରଫ

ଭଦ୍ରକ : ନିଟ୍ ପରୀକ୍ଷା ଦେଇଥିବା ନକଲି ପରୀକ୍ଷାର୍ଥୀ ସହ ୩ ଗିରଫ ହେବାର ସୂଚନନା ମିଳିଛି । ଗ୍ରାମାଞ୍ଚଳ ଥାନା ଗେଲପୁର ସ୍ଥିତ ସେଣ୍ଟରରୁ ଧରାପଡିବା ପରେ ଗିରଫ ହେଲେ । ସୂଚନା ଅନୁସାରେ , କୋଲକାତାର ଜଣେ ମେଡିକାଲ ଛାତ୍ର ପରୀକ୍ଷା ଦେଉଥିଲେ ଏବଂ ସେ ମୟୁୁରଭଞ୍ଜର ଜଣେ ଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ । ଟିପଚିହ୍ନ ଓ ଆଧାର କାର୍ଡରୁ ଛାତ୍ର ଜଣଙ୍କ ନକଲି ବୋଲି ଜଣାପଡିଥିଲେ । ୨ ମଧ୍ୟସ୍ଥି ସହ ମେଡିକାଲ ଛାତ୍ରଙ୍କୁ ଗ୍ରାମାଞ୍ଚଳ ପୋଲିସ ଗିରଫ କରିଛି । ଟଙ୍କା ଦେଇଥିବା ଛାତ୍ର ଓ ଆଉ ୨ ମଧ୍ୟସ୍ଥ ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking