28.1 C
Bhubaneswar
Saturday, April 27, 2024
Homeଓଡିଶାଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ 

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ 

ଅନୁଗୁଳ : ରାଜ୍ୟରେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଛି । ଏହି ଦୁର୍ଘଟଣାରେ କେତେ ନୀରିହ ଜୀବନ ବଳିପଡ଼ୁଛି ତ ଆଉ କାହାର ସଂସାର ଭାସିଯାଉଛି । ଏମିତି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନିଶା ଥାନା ମହିତଳା ନିକଟରେ ।  ଗୁରୁବାର ବିଳମ୍ବିତ ରାତିରେ ଦୁର୍ଘଟଣାରେ  ଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ ହୋଇଛି ।  ଏନେଇ  ପରିବାର ଲୋକ ଓ ସ୍ଥାନୀୟଲୋକମାନେ ଆଜି ସକାଳେ କ୍ଷତିପୁରଣ ଦାବି କରି ମୃତଦେହକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଛନ୍ତି । ବର୍ତମାନ ସୁଦ୍ଧା ବି ଘଟଣାସ୍ଥଳରେ ପୁଲିସ ପହଂଚି ନଥିବା ସୂଚନା ମିଳିଛି ।
https://onakhabar.com/2020/02/07/murder-case-in-malkangiri/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking