37.1 C
Bhubaneswar
Thursday, March 28, 2024
Homeଅପରାଧପୁଣି ଲଜ୍ଜା : ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ

ପୁଣି ଲଜ୍ଜା : ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଂଚଳରେ ଲଜ୍ଜା । ଜଣେ ଆଦିବାସୀ ନାବାଳିକାଙ୍କୁ ମଦ ପିଆଇ ଦୁଷ୍କର୍ମ ଅଭିଯୋଗ । ୩ମାସ ତଳେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଛି । ଏବିଷୟରେ କହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ । ହେଲେ ପୀଡ଼ିତର ପରିବାର ଲୋକ ଘଟଣା ବିଷୟରେ ଜାଣିପାରି ଗୁରୁବାର ନୀଳଗିରି ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ବୋଲି ସୂଚନା ମିଳିଛି ।
https://onakhabar.com/2020/02/05/rape-case-65/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking