38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗରଣପୁର ଅଂଚଳରୁ ଉଦ୍ଧାର ହୋଇଛି ଷଷ୍ଠ ସପ୍ତାଦୀର ମନ୍ଦିର

ରଣପୁର ଅଂଚଳରୁ ଉଦ୍ଧାର ହୋଇଛି ଷଷ୍ଠ ସପ୍ତାଦୀର ମନ୍ଦିର

ରଣପୁର: ପୁଣି ଚର୍ଚ୍ଚାରେ ନୟାଗଡ ଜିଲ୍ଲା । କିଛି ଦିନ ତଳେ ମହାନଦୀର ଅଥାଳ ଜଳରାଶିରୁ ଠାବ ହୋଇଥିଲା ଏକ ମନ୍ଦିର । ପୁଣଇ ଏବେ ଅଝାଡଝାଡ ଜଙ୍ଗଲରୁ ଉଦ୍ଧାର ହୋଇଛି ଷଷ୍ଠ ସପ୍ତାଦୀର ଆଉ ଏକ ପ୍ରାଚୀନ ମନ୍ଦିର । ମହାନଦୀରୁ ମନ୍ଦିର ଉଦ୍ଧାର ହେବା ପରେ ଏବେ ଆଉ ଏକ ମନ୍ଦିରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଉକ୍ତ ଜଙ୍ଗଲରେ ପଡି ରହିଛି ବିଶାଳ ମନ୍ଦିରର ଭଗ୍ନାବଶେଷ । ବହୁ ବର୍ଷ ଧରି ମନ୍ଦିରଟି ଠାବ ହୋଇଥିଲେ ବି ପ୍ରଚାର ପ୍ରସାର ଅଭାବରୁ ସେମିତି ପ୍ରଚ୍ଛଦରେ ରହିଆସିଛି । ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବନ୍ଧମୁଣ୍ଡା ପଂଚାୟତ ଶଙ୍ଖଯୋଡି ନିକଟ ଫରେଷ୍ଟ ରିଜର୍ଭରେ ଥିବା ପୁରାତନ ମନ୍ଦିରର ଭଗ୍ନାବଶେଷର ଦୃଶ୍ୟ । ଏହି ପୀଠର ନାମ ହେଉଛି ଗଙ୍ଗେଶ୍ୱର । ଚୋଡଗଙ୍ଗ ଦେବ ଏହାକୁ ନିର୍ମାଣ କରିଥିବା କୁହାଯାଉଛି । ଷଷ୍ଠ ଖ୍ରୀଷ୍ଟବ୍ଦର ଏହି ଶୈବ୍ୟ ମନ୍ଦିର ତେରଶହ ଖ୍ରୀଷ୍ଟାବ୍ଦରେ ଭାଙ୍ଗି ଯାଇଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking