30.1 C
Bhubaneswar
Saturday, May 4, 2024
Homeଓଡିଶାଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ

ଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟାର ପରୀକ୍ଷା ବାତିଲ

ଭୁବନେଶ୍ୱର : ଏଲ୍‌ଏଲ୍‌ବି ଷଷ୍ଠ ସେମିଷ୍ଟାର ପେପର – ୧ ପରୀକ୍ଷା ବାତିଲ । ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନ ୨୮ କଲେଜ ପରୀକ୍ଷା ବାତିଲ । ସିଲାବସ୍ ବାହାରୁ ପ୍ରଶ୍ନପତ୍ର ଆସିବା ଅଭିଯୋଗରେ ପରୀକ୍ଷା ବାତିଲ । ଆଜିର ପରୀକ୍ଷା ବାତିଲ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା ।

ମଣିପୁରର ୧୧ଟି ବୁଥରେ ସାନିମତଦାନ ଆରମ୍ଭ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking