32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶମଣିପୁରର ୧୧ଟି ବୁଥରେ ସାନିମତଦାନ ଆରମ୍ଭ

ମଣିପୁରର ୧୧ଟି ବୁଥରେ ସାନିମତଦାନ ଆରମ୍ଭ

ଇମ୍ଫାଲ: ମଣିପୁରର ୧୧ଟି ବୁଥରେ ଆରମ୍ଭ ହେଲା ସାନି ମତଦାନ । ହିଂସା ଯୋଗୁଁ ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଏହି ସବୁ ବୁଥରେ ମତଦାନ ପ୍ରଭାବିତ ହୋଇଥିଲା । କଡା ସୁରକ୍ଷା ମଧ୍ୟରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା । ଆଭ୍ୟନ୍ତରୀଣ ମଣିପୁର ସଂସଦୀୟ ନିର୍ବାଚନମଣ୍ଡଳୀର ୧୧ଟି ବୁଥରେ ସକାଳ ୭ଟାରୁ ସାନି ମତଦାନ ଆରମ୍ଭ ହୋଇଛି । ଶାନ୍ତି ଶୃଙ୍ଖଳାର ସହ ଧାଡିରେ ଛିଡା ହୋଇ ଭୋଟ ଦେଉଛନ୍ତି ଭୋଟର ।

ସନ୍ଧ୍ୟା ୫ଟା ପର‌୍ୟ୍ୟନ୍ତ ମତଦାନ ଜାରି ରହିବ । ହିଂସା ଯୋଗୁଁ ୧୧ଟି ବୁଥରେ ଆଜି ସାମି ମତଦାନ ଜାରି ରହିଛି । ସେହି ବୁଥ ଗୁଡି ହେଉଛି, ଖୋରାଇ ବିଧାନସଭା ନିର୍ବାଚନମଣ୍ଡଳୀର ମୋଇରଙ୍ଗକାମ୍ପୁ ସଜିବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଏସ୍ ଇବୋବି ପ୍ରାଥମିକ ବିଦ୍ୟାଳୟ (ଇଷ୍ଟ ୱିଙ୍ଗ), କ୍ଷେତ୍ରିଗାଓଁର ଚାରିଟି ବୁଥ, ଥୋଙ୍ଗଜୁରେ ଗୋଟିଏ, ଉରିପୋକରେ ତିନୋଟି ଏବଂ କନଥୁଜାମର ଗୋଟିଏ ବୁଥ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking