28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛି ରଣପୁର ଆଦର୍ଶ ବିଦ୍ୟାଳୟ; ନାମଲେଖା ପରେ ବି ଟିସି...

ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଛି ରଣପୁର ଆଦର୍ଶ ବିଦ୍ୟାଳୟ; ନାମଲେଖା ପରେ ବି ଟିସି ନେବାକୁ କରାଯାଇଛି ବାଧ୍ୟ

ନୟାଗଡ଼: ଦେଶରେ ଆଗାମୀ ଦିନର ଭବିଷ୍ୟତ କହିଲେ ଏଠି ବୁଝାପଡୁଛି କି ବର୍ତ୍ତମାନର ଛାତ୍ରଛାତ୍ରୀ ମାନେ । ହେଲେ ଏହି ଛାତ୍ରଛାତ୍ରୀଙ୍କୁ ନେଇ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶା ର ପୁରପଲ୍ଲୀ ଠାରୁ ଧରି ସହରାଞ୍ଚଳ ର ପିଲାମାନଙ୍କର ଶିକ୍ଷା ର ଅଭିଳାଷ କୁ ଦୃଷ୍ଟିରେ ରଖି ଆରମ୍ଭ କରାଯାଇଥିଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷାନୁଷ୍ଠାନ । ଯାହା କୁନିକୁନି ପିଲା ମାନଙ୍କର ଭବିଷ୍ୟତ ଗଢିବାରେ ସାହାଯ୍ୟ କରିବ ଏହି ଶିକ୍ଷାନୁଷ୍ଠାନ । ହେଲେ ରଣପୁର ଆଦର୍ଶ ବିଦ୍ୟାଳୟ ର ଷଷ୍ଠ ଶ୍ରେଣୀ ପିଲାମାନଙ୍କୁ ପ୍ରବେଶିକା ପରୀକ୍ଷା ପରେ ସେମାନଙ୍କୁ ନାମଲେଖା କରାଯାଇଥିଲା ଓ ତା ସହିତ ବହି ମଧ୍ୟ ପ୍ରଦାନ କରାଯାଇଥିଲା ହେଲେ ଏବେ ସେମାନଙ୍କୁ TC ନେବାପାଇଁ କୁହାଯାଉଥବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ।ଏହାର ପ୍ରତିବାଦ ରେ ରଣପୁର ମଣ୍ଡଳ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ମାନେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking