28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାର ପିଡ଼ିଆ ପାଇଁ ଚାଷୀ ବସିଲେ ରାସ୍ତାରେ

ସାର ପିଡ଼ିଆ ପାଇଁ ଚାଷୀ ବସିଲେ ରାସ୍ତାରେ

ଭୁବନେଶ୍ୱର : ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଚାଷୀ ଙ୍କୁ ବିନା ସୁଧରେ ଟଙ୍କା ରୁଣ ଦେବାଠୁ ଆରମ୍ଭ କରି ଚାଷୀଙ୍କୁ ସୁଲଭ ଦରରେ ପିଡ଼ିଆ ଦେବାର ବ୍ୟବସ୍ଥା ସ୍ଥାନୀୟ ସୋସାଇଟି ଓ ବିଭିନ୍ନ ଡିଲର ମାଧ୍ୟମରେ ବଣ୍ଟନ ବ୍ୟବସ୍ଥା ସରକାର କରିଛନ୍ତି । କିନ୍ତୁ ଚାଷୀ ଙ୍କ ଏହି ସମୟରେ
ଆବଶ୍ୟକ ଇଉରିଆ ପିଡ଼ିଆ ଥିବା ବେଳେ ସରକାର ଯୋଗାଇବାରେ ବିଫଳ ହୋଇଥବା ଦେଖିବାକୁ ମିଳିଛି । ଫଳରେ ଦଲାଲ ସକ୍ରୀୟ ହୋଇ (୪୫୦)ରେ ବିକି ମାଲାମାଲ ହୋଇଛି ପ୍ରସାସନ ନିରବ ଦଷ୍ଟା ସାଜିଛନ୍ତି । ଏହିଭଳି ପରିସ୍ଥିତିରେ ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଂଚାୟତର କଇଠପଲ୍ଲୀ ସେବା ସମବାୟ ସମିତି ର ସମ୍ପାଦକ ମୁରଲୀଧର ସାହୁ ଆଜି ସୋମବାର ଦିବା ବାରଘଣ୍ଟିକା ସମୟରେ ସାର ପିଡ଼ିଆ ବଣ୍ଟନ କରିଥୀଲେ ।  କିନ୍ତୁ ବଣ୍ଟନ ରେ ପାତର ଅନ୍ତର କରି କାହାକୁ ତିନିବସ୍ତା କାହାକୁ ଦୁଇବସ୍ତା ଦେଇଥୀଲେ କିନ୍ତୁ କିଛି ଚାଷୀ ନ ମିଳିବାରୁ ସମିତି ଆଗରେ ସହସହ ଚାଷୀ ଧାରଣା ଦେଇଥିଲେ । ଚାଷୀ ଙ୍କ କହିବା କଥା ଯଦି ପିଡ଼ିଆ ଆସୁନି ବଜାରରେ କେମିତି (୨୭୦) ଯାଗାରେ (୪୫୦ରୁ୫୦୦)ଦେଲେ ମିଳୁଛି । ଏଥୀରେ କିଛି ଅନ୍ଧାରିଆ କାରବାର ହୋଇଥୀବା ଚାଷୀ ଅନୁମାନ କରି ରାସ୍ତା ଉପରେ  ବସିଥୀଲେ ସମ୍ପାଦକ ମୁରଲୀଧର ସାହୁଙ୍କ ପ୍ରତିଶୁତି ସମସ୍ତଙ୍କୁ ପିଡ଼ିଆ ସିଘ୍ର ମିଳିବ କହିଥୀବାରୁ ଚାଷୀ ଙ୍କ ଧାରଣା ଉଠିଥିଲା । ଦେଖିବାକୁ ବାକି ରହିଲା କେବେ ବୁଝୁଛନ୍ତି ଚାଷୀଙ୍କ କଷ୍ଟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking