29.1 C
Bhubaneswar
Saturday, April 27, 2024
Homeଓଡିଶାପୁରୀପୁରୀ ବେଳାଭୂମି ପାଲଟିଛି ମୁକ୍ତାକାଶ ପାଇଖାନା

ପୁରୀ ବେଳାଭୂମି ପାଲଟିଛି ମୁକ୍ତାକାଶ ପାଇଖାନା

ପୁରୀ: ଠାକୁରଙ୍କ ରଥ ଯାତ୍ରାରେ ସାମିଲ ହୋଇଥିବା ଶ୍ରଦ୍ଧାଳୁ ଶୌଚାଳୟ ଅଭାବରୁ କଲବଲ ହେଉଛନ୍ତି । ସେମାନଙ୍କ ପାଇଁ ରହିଥିବା ଭ୍ରାମ୍ୟମାଣ ଶୌଚାଳୟ ଯଥେଷ୍ଟ ହେଉ ନାହିଁ । ଏଣୁ ରଥ ଯାତ୍ରା ଅବସରରେ ଯାତ୍ରୀମାନେ ସମୁଦ୍ର ବାଲିରେ ମଳ ତ୍ୟାଗକରି ବୁଡ଼ାଇଛନ୍ତି । ଗୁଣ୍ଡିଚା ଯାତ୍ରା ସକାଳେ ହଜାର ହଜାର ଯାତ୍ରୀ ବେଳାଭୂମିରେ ପହଞ୍ଚି ସମୁଦ୍ର ବାଲିରେ ମଳ ତ୍ୟାଗ କରିଥିଲେ ।

ଶ୍ରୀକ୍ଷେତ୍ରକୁ ଆସୁଥିବା ସମସ୍ତ ଯାତ୍ରୀ ହୋଟେଲ, ଲଜିଂ କିମ୍ବା ଧର୍ମଶାଳାରେ ରହିନାହାନ୍ତି । ବହୁ ସଂଖ୍ୟାରେ ଯାତ୍ରୀ ବଡ଼ଦାଣ୍ଡ, ବେଳାଭୂମି ସମେତ ଏଠିସେଠି ସମୟ କାଟୁଛନ୍ତି । ଏଣୁ ସେମାନଙ୍କ ଭିତରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀ ସମୁଦ୍ରବାଲି ମୁକ୍ତାକାଶ ପାଇଖାନା ଭାବେ ବ୍ୟବହାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking