28.1 C
Bhubaneswar
Saturday, April 27, 2024
Homeଓଡିଶାଗର୍ଭପାତ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଗର୍ଭପାତ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଗର୍ଭପାତ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଛି । ଆଗାମୀ ଅଧିବେଶନରେ ସଂସଦରେ ଉପସ୍ଥାପନ ହେବ ବିଲ । ଏଣିକି ଗର୍ଭ ଧାରଣର ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ମିଳିବ ମଞ୍ଜୁରୀ । ବିଶେଷ କ୍ଷେତ୍ରରେ ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତକୁ ମିଳିବ ଅନୁମତି । ନାବାଳିକା, ଭିନ୍ନକ୍ଷମଙ୍କୁ ଅବଞ୍ଛିତ ଗର୍ଭଧାରଣରୁ ମୁକ୍ତି ଦେବ ସଂଶୋଧିତ ଆଇନ । ଦୁଷ୍କର୍ମ ପୀଡ଼ିତା, ରୋଗଗ୍ରସ୍ତ ମହିଳାଙ୍କୁ ସଂଶୋଧିତ ଆଇନରେ ମିଳିବ ଫାଇଦା ।
https://onakhabar.com/2020/01/29/death-15/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking