39.1 C
Bhubaneswar
Friday, April 26, 2024
Homeଅପରାଧ୧୯୬ କ୍ୱିଣ୍ଟାଲ ବିସ୍ଫୋରକ ଜବତ,ଜଣେ ଗିରଫ

୧୯୬ କ୍ୱିଣ୍ଟାଲ ବିସ୍ଫୋରକ ଜବତ,ଜଣେ ଗିରଫ

ଭୁବନେଶ୍ୱର: ଗଂଜାମ ରମ୍ଭା ଥାନା ଗୋପାଳପୁର ଅଞ୍ଚଳରେ ବିସ୍ଫୋରକ ସାମଗ୍ରୀ ରଖାଯାଇଥିବା ଏକ ଗୋଦାମ ଉପରେ ଏସଟିଏଫ୍ ପକ୍ଷରୁ ଚଢ଼ଉ କରାଯାଇଛି। ଗୋଦାମରୁ ୧୯୬ କ୍ୱିଣ୍ଟାଲ ଆମୋନିୟମ ନାଇଟ୍ରେଟ୍ ଜବତ ହୋଇଛି।ଏଥିସହ ୩୨ଶହ ଖଣ୍ଡ ଜିଲାଟିନ ଷ୍ଟିକ ଓ ୪୦୬ ଖଣ୍ଡ ଡିଟୋନେଟର ଜବତ ହୋଇଛି ।ବେଆଇନ ବିସ୍ଫୋରକ ରଖିବା ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ବେଆଇନ ବିସ୍ଫୋରକ ସାମଗ୍ରୀ ମହଜୁଦ ସମ୍ପର୍କରେ ଖବର ପାଇଁ ଏସଟିଏଫ୍ ପକ୍ଷରୁ ଚଢ଼ଉ ହୋଇଥିଲା। ଯାଞ୍ଚବେଳେ ଅଭିଯୁକ୍ତ ଜଣଙ୍କ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିଲେ ।
https://onakhabar.com/2020/01/29/tenth-class-traffic-rules/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking