28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଆଜି ପବିତ୍ର ପ୍ରଥମାଷ୍ଟମୀ , ଉତ୍ସବମୁଖର ରାଜ୍ୟବାସୀ

ଆଜି ପବିତ୍ର ପ୍ରଥମାଷ୍ଟମୀ , ଉତ୍ସବମୁଖର ରାଜ୍ୟବାସୀ

ଭୁବନେଶ୍ୱର : ମାର୍ଗଶୀର ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପଡ଼େ ପ୍ରଥମା ଅଷ୍ଟମୀ । ଏହିଦିନ ପରିବାରର ବଡ଼ ମାନଙ୍କୁ ନୂଆବସ୍ତ୍ର ପରିଧାନ କରାଯାଇ ବନ୍ଦାପନା କରାଯାଏ । ବିଶେଷ କରି ଘରର ଜେଷ୍ଠ ସନ୍ତାନ ମାନଙ୍କୁ ପଞ୍ଚପଲ୍ଲବ ,ପଞ୍ଚଶଷ୍ୟରେ କଳସପୂଜା ଓ ବରୁଣ ପୂଜା ହୋଇଥାଏ । ଏହି ପୁଜାରେ ଏଣ୍ଡୁରି ପିଠା ସବୁଠୁ ଅଧିକ ଆକର୍ଷଣୀୟ । ଛେନା ,ନଡ଼ିଆ ,ଗୁଡ଼,ଅରୁଆ ଚାଉଳରୁ ପ୍ରସ୍ତୁତ ହୋଇଥାଏ । ଏହିଦିନ ଶ୍ରୀମନ୍ଦିରରେ ମଧ୍ୟ ଭୋଗମଣ୍ଡପ ପରେ ତିନିବାଡ଼ରେ ମଇଲମ କରାଯ୍ଧବ ପଣ୍ଡାଙ୍କ ଦ୍ୱାରା ଠାକୁରଙ୍‌କୁ ନୂତନ ବସ୍ତ୍ର ପରିଧାନ କରାଯାଏ । ଏହାପରେ ପୋଢୁଆଁ ହୁଅନ୍ତି ପ୍ରଭୁ । ଆଜି ମାମୁଁ ଘରୁ ଭଣଜା ପାଇଁ ଅଷ୍ଟମୀ ଭାର ଯିବାର ପରମ୍ପରା ରହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking