29.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶଆକାଶରେ ଦୁଇ ବିମାନ କ୍ରାସ; ୧୦ ମୃତ

ଆକାଶରେ ଦୁଇ ବିମାନ କ୍ରାସ; ୧୦ ମୃତ

ବ୍ୟୁରୋ : ଆକାଶରେ ଦୁଇ ବିମାନ କ୍ରାସ; ୧୦ ମୃତ । ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ୨ ବିମାନ । ଚାଲିଗଲା ୧୦ ଜଣଙ୍କ ଜୀବନ । ମାଲେସିଆ ଲୁମୁଟ ନାଭାଲ ବେସ୍‌ରେ ମଝି ଆକାଶରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି ।

ଯାହା ସୂଚନା ମିଳିଛି ଯେ, ନୌସେନା ପରେଡ୍ ପାଇଁ ଅଭ୍ୟାସ୍ ଚାଲିଥିଲା ବେଳ ଏଭଳି ଅଘଟଣ ଘଟିଛି । ଏହି ଦୁଇ ବିମାନରେ ଥିଲେ ୧୦ ଜଣ । ଏହି ଦୁର୍ଘଟଣାରେ ସମସ୍ତ ୧୦ଜଣଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି ।

ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking