ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ବର୍ବରକାଣ୍ଡ । ଭାରତୀୟ ଯବାନଙ୍କ ଭାଇଙ୍କୁ ଗୁଳି କଲେ ଆତଙ୍କବାଦୀ । ସୋମବାର ରାତିରେ ରଜୌରୀ ଜିଲ୍ଲାର କୁଣ୍ଡା ଟପ୍ ଅଞ୍ଚଳର ଏକ ମସଜିଦ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ୪୦ ବର୍ଷୀୟ ମହମ୍ମଦ ରଜାକ । ତାଙ୍କ ଭାଇ ଭାରତୀୟ ସେନାରେ କାର୍ଯ୍ୟରତ ଥିବା ଜଣାପଡିଛି । କାଲି ରାତିରେ ରଜାକ ମସଜିଦରୁ ଫେରୁଥିବା ବେଳେ କିଛି ଆତଙ୍କୀ ତାଙ୍କ ଉପରକୁ ଗୁଳିମାଡ କରିଥିଲେ । … Continue reading ଆତଙ୍କବାଦୀଙ୍କ ବର୍ବରକାଣ୍ଡ; ଯବାନଙ୍କ ଭାଇଙ୍କୁ ଗୁଳି କଲେ