32.1 C
Bhubaneswar
Friday, April 26, 2024
HomeUncategorizedବିବାହିତା ମହିଳାଙ୍କ ସହ ଦୈହିକ ସଂପର୍କରେ ଲିପ୍ତ ଥିବା ସମୟରେ ଦେଖିଦେଲେ ଗ୍ରାମବାସୀ ଆଉ ତା’ପରେ…

ବିବାହିତା ମହିଳାଙ୍କ ସହ ଦୈହିକ ସଂପର୍କରେ ଲିପ୍ତ ଥିବା ସମୟରେ ଦେଖିଦେଲେ ଗ୍ରାମବାସୀ ଆଉ ତା’ପରେ…

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ ବିବାହିତ ପୁରୁଷ ଅନ୍ୟ ଜଣେ ବିବାହିତା ମହିଳାଙ୍କ ସହ ଦୈହିକ ସଂପର୍କରେ ଲିପ୍ତ ଥିବା କାଳରେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ି ଯାଇଥିଲା। ପରେ ଗ୍ରାମବାସୀମାନେ ସଂପୃକ୍ତ ବିବାହିତ ଲମ୍ପଟ ପୁରୁଷଟିକୁ ଉଲ୍ଲଗ୍ନ କରିବା ସହ ସେହି ଉଲ୍ଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପରେଡ୍‌ କରାଇ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଯାହାକି ଏବେ ସୋସିଆଲ ମେଡିଆ ରେ ଭାଇରାଲ ହେବାକୁ ଆରମ୍ଭ କରିଛି।
ସୂଚନା ଅନୁସାରେ ଏହି ବ୍ୟକ୍ତି ଜଣଙ୍କର ଦୁଇଟି ପତ୍ନୀ ଓ ତିନିଟି ସନ୍ତାନ ଥିଲେ ମଧ୍ୟ ସେ ପଡ଼ୋଶୀ ଗ୍ରାମକୁ ଆସି ଅନ୍ୟ ଜଣେ ବିବାହିତ ମହିଳାଙ୍କ ସହିତ ଦୈହିକ ସଂପର୍କ ରଖୁଥିଲେ। ଦିନେ, ଦୈନିକ ସଂପର୍କ ରଖିଥିବା କାଳରେ ମହିଳାଙ୍କ ଭିଣୋଇ ଦୁଇଜଣଙ୍କୁ ଅସଂଯତ ଅବସ୍ଥାରେ ଦେଖିଦେବା ପରେ ଘଟଣାସ୍ଥଳକୁ ଗ୍ରାମବାସୀମାନଙ୍କୁ ଡାକି ଆଣିଥିଲେ। ଗ୍ରାମବାସୀମାନେ ସଂପୃକ୍ତ ବିବାହିତ ଲମ୍ପଟ ପୁରୁଷଟିକୁ ଏଅବସ୍ଥାରେ ଦେଖିଦେବା ପରେ ପ୍ରଥମେ ନିର୍ଘାତ ମାଡ଼ ମରିଥିଲେ। ପରେ ତାଙ୍କୁ ଉଲ୍ଲଗ୍ନ କରିପକାଇବା ସହ ସେହି ଉଲ୍ଲଗ୍ନ ଅବସ୍ଥାରେ ଗାଁ ଦାଣ୍ଡରେ ପରେଡ୍‌ କରାଇଥିଲେ ।ଘଟଣା ସଂପର୍କରେ ଖବର ପାଇବା ପରେ ପୁୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିକୁ ଗ୍ରାମବାସୀଙ୍କ କବଳରୁ ରକ୍ଷା କରିବା ସହ ତା’ ନାମରେ ଦୁଷ୍କର୍ମ ଅଭିଯୋଗରେ ଏକ ମାମଲା ରୁଜ୍ଜୁ କରି ତାଙ୍କୁ ଗିରଫ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking