29.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ୱର: ଏବେ ଗୋଟିଏ ପଟେ କରୋନା ଦେଶ ସମେତ ସମଗ୍ର ରାଜ୍ୟକୁ କଲବଲ କରୁଥିବା ବେଳେ ଗାଡି ଚାଳକଙ୍କ ପାଇଁ ଏକ ଚିନ୍ତାର ଖବର ରହିଛି । ଖବରଟି ହେଲା ଏବେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା ୫୪ ପଇସା ଏବଂ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ଦତ କିଛି ଦିନ ଭିତରେ ଏଭଳି ପରିସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଦର ଲଗାତର ଭାବେ ବଢି ଚାଲିଛି ।

ବର୍ତମାନ ସମୟରେ ଆର୍ଥିକ ପରସ୍ଥିତି ଭଲ ନଥିବା ବେଳେ ଅନେକ ରୋଜଗାର ହରାଇ ବସିଛନ୍ତି । ଆଉ ଏହାରି ଭିତରେ ପେଟ୍ରୋଲ ଓ ଡିଜେଲ ଦର ବଢିବା ବାସ୍ତବରେ ଗାଡି ଚାଳକଙ୍କ ପାଇଁ ଚିନ୍ତାର ବିଷୟ । କରୋନାର ପ୍ରଭାବ ମଧ୍ୟ କେଉଁଠି ନା କେଉଁଠି ପଡୁଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking