32.1 C
Bhubaneswar
Friday, April 26, 2024
Homeଓଡିଶାକବିତା ମାଧ୍ୟମରେ କରୋନାର ସଚେତନା କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ

କବିତା ମାଧ୍ୟମରେ କରୋନାର ସଚେତନା କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ

ବରଗଡ : କରୋନାକୁ ନେଇ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଅପରପକ୍ଷେ ବହୁ ସାମାଜିକ କର୍ମୀ, ସଂଗଠନ ଆଦି ସଚେତନତା କରି କରୋନା ସଂକ୍ରମଣ କିପରି ରୋକାଯାଇପାରିବ ତାକୁ ନେଇ ସଚେତନ କରୁଛନ୍ତି । ସେହିପରି ବହୁ କବି ଲେଖକ ମଧ୍ୟ ନିଜ ନିଜ ଲେଖନୀରେ ଜନସାଧାରଣଙ୍କୁ ସଚେତନ କରୁଛନ୍ତି । ଅନୁରୂପ ଭାବେ ପଦ୍ମଶ୍ରୀ ହଲଧର ନାଗ ମଧ୍ୟ ନିଜ କବିତା ମାଧ୍ୟମରେ ଜନସାଧାରଣଙ୍କୁ ବାର୍ତା ଦେଇ ଘରେ ରହିବାକୁ ସଚେତନ କରିଛନ୍ତି । ପଦ୍ମଶ୍ରୀ ନାଗ ସମ୍ବଲପୁରୀ କବିତା ‘ଟାକିଁ ତରକି ରହ’ରେ କରୋନା ସମଗ୍ର ଦେଶରେ ସଂକ୍ରମଣ ହେବାକୁ ଲାଗିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲକଡାଉନ ଘୋଷଣା କରି ସମସ୍ତଙ୍କୁ ଘରୁ ନ ବାହାରିବାକୁ ନିବେଦନ କରିଛନ୍ତି । ବର୍ତମାନ ସୁଦ୍ଧା ଏହାର କୌଣସି ଔଷଧ ବାହାରି ନ ଥିବା ବେଳେ ହାତ ଗୋଡ ଧୋଇ ସଚେତନ ହିଁ ଏକମାତ୍ର ସୁରକ୍ଷା । ଯାହାକୁ କି ସମସ୍ତେ ପାଳନ କରିବାକୁ ପଦ୍ମଶ୍ରୀ ହଲଧର ନାଗ ନିଜ କବିତା ମାଧ୍ୟମରେ ବିନତୀ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking