29.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶାରେ ଆମ ସରକାର ହେବ-ଶାହ

ଓଡିଶାରେ ଆମ ସରକାର ହେବ-ଶାହ

ଭୁବନେଶ୍ୱର : ଓଡିଶାରେ ବି ଆମ ସରକାର ହେବାକୁ ଯାଉଛି କହିଲେ ଅମିତ ଶାହ । ମୋଦି  @୨୦ ପୁସ୍ତକ ଲୋକାର୍ପଣ ଅବସରରେ ଶାହଙ୍କ ମନ୍ତବ୍ୟ । ଦିନେ ଆମ ପାର୍ଟିକୁ ହିନ୍ଦୀ ଭାଷୀ ପାର୍ଟି ବୋଲି କୁହାଯାଉଥିଲା । ଏବେ ସାରା ଉତ୍ତର ପୂର୍ବାଂଚଳରେ ଆମ ପାର୍ଟି ସରକାର ଚାଲିଛି । ଗୁଜୁରାଟ,କର୍ଣ୍ଣାଟକ, ମହାରାଷ୍ଟ୍ର ରେ ବି ଆମ ପାର୍ଟିର ସରକାର । ଓଡିଶାରେ ବି ଆମ ସରକାର ହେବାକୁ ଯାଉଛି । ସବୁ ଭ୍ରାନ୍ତି କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୂର କରିବେ । ଆମ ପାର୍ଟିକୁ ବେପାରୀ , ବଣିଆଙ୍କ ପାର୍ଟି କୁହାଯାଉଥିଲା । କିନ୍ତୁ ଏବେ , ସବୁଠାରୁ ଅଧିକ ଦଳିତ ସାଂସଦ ଆମ ପାର୍ଟିରୁ ଅଛନ୍ତି । ସର୍ବାଧିକ ଆଦିବାସୀ ସାଂସଦ ମଧ୍ୟ ଆମ ପାର୍ଟିରୁ ରହିଛନ୍ତି । ପଛୁଆ ବର୍ଗର ୨୭ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ମନ୍ତ୍ରୀ ମଣ୍ଡଳରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking