29.1 C
Bhubaneswar
Wednesday, May 8, 2024
Homeଅପରାଧନିର୍ଭୟା ଗଣଦୁଷ୍କର୍ମ ଫାଶି ମାମଲା: ଦୋଷୀ ମୁକେଶର କାଲି ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ଫାଶି ମାମଲା: ଦୋଷୀ ମୁକେଶର କାଲି ଶୁଣାଣି

ନୂଆଦିଲ୍ଲୀ: ନିର୍ଭୟା ଦୋଷୀ ମୁକେଶ ମାମଲାର କାଲି ଶୁଣାଣି କରିବେ ସୁପ୍ରିମକୋର୍ଟ । ଆସନ୍ତାକାଲି ଦିନ ୧୨ଟା ୩୦ରେ ଶୁଣାଣି ପାଇଁ କୋର୍ଟଙ୍କ ସମୟ ଧାର୍ଯ୍ୟ ହୋଇଛି । ରାଜକ୍ଷମା ଖାରଜକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଛି ମୁକେଶ । ରାଷ୍ଟ୍ରପତି ତରବରିଆ ଭାବେ ଖାରଜ କରିଥିବା ଦର୍ଶାଇଛି ମୁକେଶ ।
https://onakhabar.com/2020/01/27/nirvaya-issue-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking